Month: July 2024

ବିସ୍ଫୋରକ ସ୍ଥିତିରେ ବିଜେଡି କନ୍ଦଳ: ଦେବାଶିଷଙ୍କୁ ସିଧାସଳଖ ଆକ୍ଷେପ କଲେ ପ୍ରଭାତଙ୍କ ସମର୍ଥକ

କଟକ: କଟକ ବିଜେଡିର ଦୁଇ ବରିଷ୍ଠ ନେତାଙ୍କ କନ୍ଦଳରେ ‌ଏବେ ଯୋଡ଼ି ହୋଇ ଯାଇଛନ୍ତି ଦଳର ଛାମୁଆ ସଙ୍ଗଠନର କର୍ମକର୍ତ୍ତା। ପ୍ରଥମେ ବବି, ପାଣ୍ଡିଆନଙ୍କୁ ନେଇ ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳଙ୍କ ବକ୍ତବ୍ୟ ଏବଂ ପ୍ରଭାତଙ୍କୁ ରାଜ୍ୟସଭା ସଦସ୍ୟ ତଥା କଟକ…

ସାକ୍ଷାତକାର ଦେଇ ଏଭଳି କଥା କହିଲେ ଗୁରୁଚରଣ ସିଂହ

ନୂଆଦିଲ୍ଲୀ: ‘ତାରକ ମେହତା କା ଉଲଟା ଚଷମା’ର ଲୋକପ୍ରିୟ ଅଭିନେତା ଗୁରୁଚରଣ ସିଂହ ହଠାତ ନିଖୋଜ ହୋଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଚଳିତବର୍ଷ ଏପ୍ରିଲ ୨୬ ତାରିଖରେ ଗୁରୁଚରଣ ନିଖୋଜ ହୋଇଯାଇଥିବ‌ା ତାଙ୍କ ବାପା ଅଭିଯୋଗ କରି କହିଥିଲେ। ୨୫ଦିନ…

ପ୍ରଭାସଙ୍କ ବିବାହକୁ ନେଇ ପରିବାରଲୋକ ଦେଲେ ଏଭଳି ସଙ୍କେତ

ନୂଆଦିଲ୍ଲୀ: ‘ବାହୁବଳୀ’ ଅଭିନେତା ପ୍ରଭାସଙ୍କ ବିବାହକୁ ନେଇ ଅନେକଦିନ ‌ହେବ ଚର୍ଚ୍ଚା ଲାଗି ରହିଛି। ପ୍ରଭାସଙ୍କ କାମ କଥା କହିଲେ ନିକଟରେ ତାଙ୍କର ରିଲିଜ ହୋଇଥିବା ସିନେମା କଲ୍କି ୨୮୯୮ଏଡି ବକ୍ସ ଅଫିସରେ ଧମାଲ କରୁଛି। ନିକଟରେ ଏକ ସାକ୍ଷାତକାରରେ ପ୍ରଭାସଙ୍କ…

ବିଦେଶରେ ଶୁଭିଲା ଜଗା ନାମ, ଆମେରିକାର କକ୍ସଭିଲ୍ଲେ ସହରରେ ରଥଯାତ୍ରା ପାଳିତ

ଭୁବନେଶ୍ବର/ବେତନଟୀ ସଦର: ଜୟ ଜଗନ୍ନାଥ ଧ୍ଵନିରେ ପ୍ରକମ୍ପିତ ହେଲା ଆମେରିକାର ଓ୍ୱାସିଂଟନ ଡିସି। ରଥଯାତ୍ରା ଯୋଗ ସଂସ୍ଥାନ ଦ୍ୱାରା ମେରୀଲାଣ୍ଡ ରାଜ୍ୟର କକ୍ସଭିଲ୍ଲେ ସହରସ୍ଥିତ ଜେଟିନ୍‍ଏ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବଡ ଧୁମଧାମର ସହ ରଥଯାତ୍ରା ପାଳିଲେ ପ୍ରବାସୀ ଓଡ଼ିଆ। ସ୍ଥାନୀୟ…

ପହଣ୍ଡି ବେଳେ ଅଘଟଣ: ଆହତ ସେବାୟତଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ, ଆଇନ୍‌ ମନ୍ତ୍ରୀ

ପୁରୀ: ଶ୍ରୀକ୍ଷେତ୍ରର ଶରଧାବାଲିରେ ମଙ୍ଗଳବାର ଆଡ଼ପ ପହଣ୍ଡି ସମୟରେ ଅଘଟଣର ଶିକାର ହୋଇଥିବା ଚିକିତ୍ସାଧୀନ ଆହତ ସେବାୟତମାନଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନନ୍ଦ ମଙ୍ଗଳବାର ରାତିରେ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭେଟିଛନ୍ତି। ସେବାୟତମାନଙ୍କର ସ୍ଥିତି…

ଗହଣା ବ୍ୟବସାୟୀଙ୍କଠାରୁ ଅଳଙ୍କାର ଭର୍ତ୍ତି ବ୍ୟାଗ୍ ଲୁଟିନେଲେ ଦୁର୍ବୃତ୍ତ

ଭଞ୍ଜନଗର: ଦୁର୍ବୃତ୍ତମାନେ ଜଣେ ଗହଣା ବ୍ୟବସାୟୀଙ୍କଠାରୁ ଅଳଙ୍କାର ଭର୍ତ୍ତି ବ୍ୟାଗ୍ ଲୁଟିନେଇଥିବାର ଖବର ମିଳିଛି। ଦୁର୍ବୃତ୍ତମାନେ ୧୫ କେଜି ରୂପା ଓ ୧୫୦ ଗ୍ରାମ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଗହଣା ବ୍ୟବସାୟୀ ବ୍ୟବସାୟ ସାରି ଘରକୁ ଫେରୁଥିବା…

ହୋଟେଲ ମାଲିକଙ୍କୁ ତଣ୍ଟି କାଟି ନିର୍ମମ ହତ୍ୟା: ଗଞ୍ଜେଇ ଚୋରା ଚାଲାଣକୁ ନେଇ ହତ୍ୟା ସନ୍ଦେହ

ନୂଆପଡ଼ା: ନୂଆପଡ଼ା ସହର ଏକ ହୋଟେଲ ମାଲିକଙ୍କୁ ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହୋଟେଲ ମାଲିକ ବରଗଡ଼ ଜିଲ୍ଲା ପାଇକମାଲ ଥାନା ମାଣ୍ଡୋସିଲ ଗାଁର ପିଙ୍କୁ କୁମାର ସାହୁ(୩୭)। ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ପଡିଛି।…

ଶ୍ରୀଲଙ୍କାରେ ହେବାକୁ ଥିବା ମ୍ୟାଚ୍‌ରେ ଖେଳିବେନି ରୋହିତ ଶର୍ମା, ବିରାଟ କୋହଲି ଏବଂ ଜଶପ୍ରୀତ ବୁମରା!

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ ଜିତିସାରିଛି । ଆଉ ବିଶ୍ୱକପ୍ ଜିତିସାରିବା ପରେ ଏବେ ଦଳର ୧୨ ଜଣ ଖେଳାଳି ବିଶ୍ରାମ ନେଉଛନ୍ତି । ଅନ୍ୟପଟେ ଶୁଭମନ୍ ଗିଲଙ୍କ ନେତୃତ୍ୱରେ ଏକ ଯୁବ ଟିମ ଜିମ୍ବାୱେ…

ଡେଙ୍ଗୁ ସଂକ୍ରମଣକୁ ନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ତତ୍ପରତା

ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁ ସଂକ୍ରମଣକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ସୂଚନା ଦେଇଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି, ଡେଙ୍ଗୁ ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଛି।…

ଇକେୱାଇସି ପ୍ରାମାଣିକରଣ ପ୍ରକ୍ରିୟା ପାଳନ କରିବାର କୌଣସି ସମୟସୀମା ନାହିଁ

ନୂଆଦିଲ୍ଲୀ: ଏଲପିଜି ସିଲିଣ୍ଡର ପାଇଁ ଇକେୱାଇସି ପ୍ରାମାଣିକରଣ ପ୍ରକ୍ରିୟାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ। ପ୍ରାମାଣିକରଣ ପ୍ରକ୍ରିୟାକୁ ପାଳନ କରିବାର କୌଣସି ସମୟସୀମା ନାହିଁ ବୋଲି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହାର୍ଦ୍ଦିକ…