Month: July 2024

ଓ-ହବରେ ଓଡ଼ିଆ ଉଦ୍ୟୋଗୀଙ୍କୁ ଜାଗା ମିଳୁନଥିବା ଅଭିଯୋଗର ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ: ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ଭୁବନେଶ୍ବର: ଓ-ହବରେ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଓଡ଼ିଆ ଉଦ୍ୟୋଗୀଙ୍କୁ ଜାଗା ମିଳୁନଥିବା ଅଭିଯୋଗ ପରେ ଆଜି ଓ-ହବ୍ରେ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପହଞ୍ଚିଥିଲେ। ଓଡ଼ିଶାରେ ଥାଇ ବି ଓଡ଼ିଆ ଉଦ୍ୟୋଗୀଙ୍କୁ ମିଳୁନଥିଲା ଜାଗା ବୋଲି ଅଭିଯୋଗ ହୋଇଛି।ଏସଂପର୍କରେ ମନ୍ତ୍ରୀ…

ରୁଷ ଗସ୍ତ କରିଥିବାରୁ ମୋଦୀଙ୍କ ଉପରେ ରାଗିଗଲେ ଜେଲେନସ୍କି

କିବ୍ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ଗସ୍ତରେ ଥିବାବେଳେ ୟୁକ୍ରେନ ଉପରେ ରୁଷର ଘନ ଘନ ଆକ୍ରମଣ ଜାରି ରହିଛି । ଏହାକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ନିଜର ଅସନ୍ତୋଷ ପ୍ରକଟ କରିବା ସହ ମୋଦୀଙ୍କ ଗସ୍ତକୁ…

ବ୍ୟାଙ୍କ ସମ୍ମୁଖରୁ ୧୨ ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୃତ୍ତ, ଗୁଳିମାଡ଼ରେ ଜଣେ ଗୁରୁତର

ଖଇରା/ସୋର: ବ୍ୟାଙ୍କ ସମ୍ମୁଖରେ ଗୁଳି ଫୁଟାଇ ୧୨ ଲକ୍ଷ ଟଙ୍କା ଲୁଟ୍‌ ନେଇ ଅଭିଯୋଗ ହୋଇଛି। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଲେଶ୍ବର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ କୁପାରୀ କୃପେଶ୍ୱର…

ହେମନ୍ତଙ୍କ କ୍ୟାବିନେଟରେ ଚମ୍ପଇ: ମନ୍ତ୍ରୀ ଭାବରେ ଶପଥ ନେଲେ

ରାଞ୍ଚି: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ସୋମବାର ରାଞ୍ଚିର ରାଜ ଭବନରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ଝାଡଖଣ୍ଡ କ୍ୟାବିନେଟରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଜୁଲାଇ ୪ରେ ହେମନ୍ତ ସୋରେନ ଝାଡଖଣ୍ଡର ୧୩ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ…

ଜୁଲାଇ ୧୪ ତାରିଖରେ ଖୋଲିବ ରତ୍ନଭଣ୍ଡାର: ଜଷ୍ଟିସ୍ ବିଶ୍ବନାଥ ରଥ

ପୁରୀ: ଜୁଲାଇ ୧୪ ତାରିଖରେ ଖୋଲିବ ରତ୍ନଭଣ୍ଡାର, ଏନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ। ସେ ଆହୁରି କହିଛନ୍ତି, ସରକାରଙ୍କୁ ନିଷ୍ପତ୍ତି ନେଇ ଜଣାଇଦିଆଯାଉଛି। ବିବରଣୀ ମ୍ୟାନେଜମେଣ୍ଟ କମିଟିକୁ ଦିଆଯିବ ଏହା ପରେ ମ୍ୟାନେଜମେଣ୍ଟ…