Month: January 2026

୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବ ଆନ୍ଧ୍ର!

ବେଙ୍ଗାଲୁରୁ: ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ ଅଷ୍ଟ୍ରେଲିଆ ଭଳି ପ୍ରତିବନ୍ଧକ ଲଗାଇବ ଆନ୍ଧ୍ରପ୍ରଦେଶ। ଏ ନେଇ ଅଷ୍ଟ୍ରେଲିଆର ନିଷେଧାଦେଶ ଉପରେ ଅଧ୍ୟୟନ କରାଯାଉଛି ବୋଲି ମଙ୍ଗଳବାର ଆନ୍ଧ୍ର ପ୍ରଯୁକ୍ତିବିଦ୍ୟା ଓ ମାନବ ସମ୍ବଳ ମନ୍ତ୍ରୀ…

ରିଲାଏନ୍ସ ଡିଜିଟାଲ୍‌ର ଡିଜିଟାଲ୍‌ ଇଣ୍ଡିଆ ସେଲ୍‌

ରିଲାଏନ୍ସ ଡିଜିଟାଲ୍‌ ପକ୍ଷରୁ ଡିଜିଟାଲ ଇଣ୍ଡିଆ ସେଲ୍ ଆରମ୍ଭ କରାଯାଇଛି ଯାହା ଚଳିତ ମାସ ୨୬ ପର୍ଯ୍ୟନ୍ତ ଚାଲିବ। ଏଥିରେ ଗ୍ରାହକମାନେ ସପିଂ ବେଳେ ୨୬ ହଜାର ଟଙ୍କା ତତ୍କାଳ ବ୍ୟାଙ୍କ ରିହାତି, କଞ୍ଜ୍ୟୁମର ଡ୍ୟୁରେବଲଲ୍ଋଣ ଉପରେ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତମୁମ୍ବାଇ:…

ସାମ୍ବାଦିକ ରବି କାନୁନଗୋଙ୍କ ପରଲୋକ

ଭୁବନେଶ୍ବର: ସାମ୍ବାଦିକ ରବି କାନୁନଗୋ (ରବି ଭାଇ)ଙ୍କ ବୁଧବାର ରାତିରେ ପରଲୋକ ହୋଇଯାଇଛି। ସେ ଥିଲେ ରାଉରକେଲାର ଜଣାଶୁଣା ବ୍ୟକ୍ତିତ୍ବ। ଏକାଧାରରେ ସ୍ତମ୍ଭ ଲେଖକ, ପ୍ରାବନ୍ଧିକ ଓ କଥାକାର ଥିଲେ। ଦୈନିକ ଖବରକାଗଜ ସୂର୍ଯ୍ୟପ୍ରଭାର ସମ୍ପାଦକ ମଧ୍ୟ ଥିଲେ। ପରିବାର ଲୋକଙ୍କ…

ମେଷ: କୌଣସି କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହେବା ଯୋଗୁଁ ପ୍ରସନ୍ନ ହେବେ। ସମସ୍ୟାର ଭୟଭୀତ ନହୋଇ ସମାଧାନ ପାଇଁ ଚେଷ୍ଟା କରନ୍ତୁ। ଦେଇଥିବା ଧାର ପାଇପାରିବେ। ରାଜନୀତିରେ ସଫଳତା ପାଇବେ। ‌

ବୃଷ: ପଦୋନ୍ନତି ପାଇବା ପାଇଁ ଯୋଜନାରେ ସଫଳ ହେବେ। ବନ୍ଧୁ ସହିତ ଭଲ ସମୟ ବିତାଇବେ। ବ୍ୟବସାୟ କ୍ଷେତ୍ରରେ ବହୁତ ବ୍ୟସ୍ତତା ରହିବେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ରୁଚି ବଢ଼ିବ। ‌ ମିଥୁନ: ନୂଆ କାମ ଆରମ୍ଭ କରନ୍ତୁ ସଫଳତା ମିଳିବା ଯୋଗ…

ଜାତୀୟ ମହିଳା ଦୃଷ୍ଟିବାଧିତ କ୍ରିକେଟ୍‌: ଓଡ଼ିଶା ବିଜେତା

ଜବାବରେ ଦୁର୍ଗା ୟେଭ୍‌ଲେ (୬୦) ଓ ସୁଷମା ପଟେଲ (୪୦) ଭଲ ବ୍ୟାଟିଂ କରିବା ସତ୍ତ୍ବେ ମଧ୍ୟପ୍ରଦେଶ ୫ ୱିକେଟ୍‌ ହରାଇ ୧୪୧ ରନ୍‌ କରିବାକୁ ସମର୍ଥ ହୋଇଥିଲା। ଓଡ଼ିଶାର ଫୁଲ ସୋରେନ, ରଚନା ଜେନା ଓ ମୁନି ପୂର୍ତ୍ତି ଗୋଟିଏ…

ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍‌ଟିଏ), ପ୍ରତିରକ୍ଷା ଓ ସୁରକ୍ଷା ଚୁକ୍ତି, ସାଇବର ସୁରକ୍ଷା, ସାମୁଦ୍ରିକ ସୁରକ୍ଷା ଓ ଆତଙ୍କବାଦ ନିରୋଧୀ ପଦକ୍ଷେପ ଅନ୍ତର୍ଭୁକ୍ତ। ୟୁରୋପୀୟ ପରିଷଦର ସଭାପତି ଆଣ୍ଟୋନିଓ କୋଷ୍ଟା ଓ ୟୁରୋପୀୟ ଆୟୋଗର ସଭାପତି ଉର୍ସୁଲା ଭନ୍ ଡେର୍ ଲିଏନ୍ ଭାରତ ଆସୁଛନ୍ତି। ଜାନୁଆରି ୨୬ ଗଣତନ୍ତ୍ର ଦିବସ ଉତ୍ସବରେ ସେ ମୁଖ୍ୟଅତିଥି ହେବେ। ପରଦିନ ଜାନୁଆରି ୨୭ରେ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ।

ଆତଙ୍କବାଦ ମୁକାବିଲାରେ ଏହି ଚୁକ୍ତି ସହାୟକ ହେବ କଲାସ କହିଛନ୍ତି ଯେ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ସୁରକ୍ଷା ଓ ପ୍ରତିରକ୍ଷା ଚୁକ୍ତିନାମା ଆତଙ୍କବାଦ ବିରୋଧୀ ଲଢ଼େଇରେ ସାହାଯ୍ୟ କରିବ। ଏହା ସାମୁଦ୍ରିକ ସୁରକ୍ଷା ଓ ସାଇବର ସୁରକ୍ଷା ଭଳି…

ଭାରତ ସହ ପ୍ରତିରକ୍ଷା ଚୁକ୍ତିକୁ ଅନୁମୋଦନ କଲା ୟୁରୋପୀୟ ସଂଘ, ଆତଙ୍କବାଦ ବିରୋଧୀ ଲଢ଼େଇରେ ବି ମିଳିବ ସାହାଯ୍ୟ

ନୂଆଦିଲ୍ଲୀ: ୟୁରୋପୀୟ ସଂଘ (ଇୟୁ) ଭାରତ ସହ ନୂତନ ପ୍ରତିରକ୍ଷା ଚୁକ୍ତି (ସୁରକ୍ଷା ଓ ପ୍ରତିରକ୍ଷା ଚୁକ୍ତି)କୁ ଅନୁମୋଦନ କରିଛି। ଆସନ୍ତା ସପ୍ତାହରେ ନୂଆଦିଲ୍ଲୀରେ ହେବାକୁ ଥିବା ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀରେ ଏହା ସ୍ୱାକ୍ଷରିତ ହେବ। ୟୁରୋପୀୟ ସଂଘର ବୈଦେଶିକ…

ପଶ୍ଚିମ ଓଡ଼ିଶାରେ ୩୦ହଜାର କୋଟିର ନିବେଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିିନିଆ ପଶ୍ଚିମ ଓଡ଼ିଶା ଗସ୍ତ କରିବେ। ସେଠାରେ ସେ ୩୦ ହଜାର କୋଟି ଟଙ୍କା ନିବେଶର ୨୦ଟି ପ୍ରକଳ୍ପକୁ ଉଦ୍‌ଘାଟନ ଓ ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି। ଏହି ପ୍ରକଳ୍ପଗୁଡ଼ିକ ଦ୍ବାରା ରାଜ୍ୟରେ ୧୦…

ରାଉରକେଲା ବିମାନ ଦୁର୍ଘଟଣା: ସୁସ୍ଥ ହୋଇ ଫେରିଲେ ନବୀନ

ଭୁବନେଶ୍ୱରରୁ କୋଲକାତା ଯାଉଥିବା ବେଳେ ଜଲଦା କାଏଁସର ଗ୍ରାମର ଏକ ପଡ଼ିଆ ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ ୯ ସିଟର ପ୍ଲେନ ଗତ ୧୦ ତାରିଖ ଦିନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ନବୀନଙ୍କ ସମେତ ମୋଟ୍‌ ୬ ଜଣ…

ରାଜଧାନୀର ୟୁନିଟ ୧ ହାଟରେ ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କଲେ ଅଗ୍ନିଶମବାହିନୀ

ବନେଶ୍ୱର: ରାଜଧାନୀର ୟୁନିଟ ୧ ହାଟରେ ଲାଗିଥିବା ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କରାଯାଇଛି। ଏନେଇ ମୁଖ୍ୟ ଅଗ୍ନଶମ ଅଧିକାରୀ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ପ୍ଲାଷ୍ଟିକ୍ ହିଁ ନିଆଁକୁ ବଳ ଦେଇଥିଲା, ଯେଉଁଥିପାଇଁକି ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ନିଆଁଲିଭା…