Month: January 2026

ସରକାରୀ ଓକିଲ ବିଜେପି ଦଳର କର୍ମୀ କିପରି ହେଲେ: କଂଗ୍ରେସ

ଆଜି ମାଲକାନଗିରି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ବିଜେପି ବିରୋଧରେ ଗର୍ଜିଥିଲା କଂଗ୍ରେସ। ଗତ ଦୁଇ ଦିନ ତଳେ ବିଜେପି କାର୍ଯ୍ୟାଳୟରେ କିଛି ସରକାରୀ ଓକିଲ ଯୋଗ ଦେବା ଏବଂ କଂଗ୍ରେସର କିଛି କର୍ମୀ ଯୋଗ…

ବର୍ଷକୁ ୧୦୦ କୋଟିର ଚୋରା ବାଲି କାରବାର: ଆନ୍ଧ୍ର, ଝାଡ଼ଖଣ୍ଡ, ଛତିଶଗଡ଼କୁ ହେଉଛି ଚାଲାଣ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ବଢ଼ି ଚାଲିଛି ଚୋରା ବାଲି କାରବାର। କୋଟି କୋଟି ଟଙ୍କାର ଚୋରା ବାଲିରେ ଖେଳୁଛନ୍ତି ମାଫିଆ, ରାଜନେତା, ଅସାଧୁ ଅଫିସର। ଜିଲ୍ଲାରେ ବାର୍ଷିକ ୧୦୦ କୋଟିରୁ ଅଧିକ ଟଙ୍କାର ଚୋରା ବାଲି କାରବାର ହେଉଥିବା ଆକଳନ କରାଯାଇଛି।…

ଓଡ଼ିଶାରେ ୨୦୩୬ ସୁଦ୍ଧା ୧୫ ହଜାର ନୂଆ ହୋଟେଲ୍‌ କୋଠରି… ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ପର୍ଯ୍ୟଟନ ନୀତିରେ ରାଜ୍ୟ ସରକାର ଆଣିଥିବା ସଂସ୍କାରକୁ ଭାରତୀୟ ହୋଟେଲ ସଂଘ (ଏଚ୍‌ଏଆଇ) ସ୍ବାଗତ କରିଛି। ଏହାର ପ୍ରଭାବରେ ଘରୋଇ ନିବେଶ ବଢ଼ିବ। ୨୦୩୬ ସୁଦ୍ଧା ରାଜ୍ୟରେ ୧୫ହଜାର ନୂଆ ହୋଟେଲ କୋଠରି ଓ ବହୁ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି…

ପାଣ୍ଡିଆନ୍ ଓ ନବୀନ ପଟ୍ଟନାୟକଙ୍କୁ ନିିଶାନା, ଦଳପତି ନିଜେ ନିଜ ଜାଲରେ ଛନ୍ଦି ହୋଇଯାଇଛନ୍ତି

ପୁଣି ଶ୍ରୀମୟୀ ମିଶ୍ର ବାଣ ଛାଡ଼ିଲେ। ଏଥର ଟାର୍ଗେଟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ସେ ନିଜର ସୋସିଆଲ ମିଡିଆରେ ଲେଖିଛନ୍ତି, ନୈତିକତା ହଜିଛି, ବିଶ୍ୱାସଘାତକତାର ନୂଆ ପରିଭାଷା ଲେଖାହେଉଛି!*୨ ଜଣ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରି “ଅନୁଶାସନ”ର ପାଠ ପଢ଼ାଯାଉଛି।…