ପ୍ରଭାସଙ୍କ ବିବାହକୁ ନେଇ ପରିବାରଲୋକ ଦେଲେ ଏଭଳି ସଙ୍କେତ
ନୂଆଦିଲ୍ଲୀ: ‘ବାହୁବଳୀ’ ଅଭିନେତା ପ୍ରଭାସଙ୍କ ବିବାହକୁ ନେଇ ଅନେକଦିନ ହେବ ଚର୍ଚ୍ଚା ଲାଗି ରହିଛି। ପ୍ରଭାସଙ୍କ କାମ କଥା କହିଲେ ନିକଟରେ ତାଙ୍କର ରିଲିଜ ହୋଇଥିବା ସିନେମା କଲ୍କି ୨୮୯୮ଏଡି ବକ୍ସ ଅଫିସରେ ଧମାଲ କରୁଛି। ନିକଟରେ ଏକ ସାକ୍ଷାତକାରରେ ପ୍ରଭାସଙ୍କ…
