Category: ମହାନଗର

ସାମ୍ବାଦିକ ରବି କାନୁନଗୋଙ୍କ ପରଲୋକ

ଭୁବନେଶ୍ବର: ସାମ୍ବାଦିକ ରବି କାନୁନଗୋ (ରବି ଭାଇ)ଙ୍କ ବୁଧବାର ରାତିରେ ପରଲୋକ ହୋଇଯାଇଛି। ସେ ଥିଲେ ରାଉରକେଲାର ଜଣାଶୁଣା ବ୍ୟକ୍ତିତ୍ବ। ଏକାଧାରରେ ସ୍ତମ୍ଭ ଲେଖକ, ପ୍ରାବନ୍ଧିକ ଓ କଥାକାର ଥିଲେ। ଦୈନିକ ଖବରକାଗଜ ସୂର୍ଯ୍ୟପ୍ରଭାର ସମ୍ପାଦକ ମଧ୍ୟ ଥିଲେ। ପରିବାର ଲୋକଙ୍କ…

ବିବାଦ ବଢ଼ାଇଲେ ମନୋଜ ମିଶ୍ର: ପଶ୍ଚିମ ଓଡ଼ିଶାକୁ ଟାର୍ଗେଟ କରାଯାଉଥିବା ଅଭିଯୋଗ ଆଣିଲେ

ଭୁବନେଶ୍ବର: ଦୁଇଜଣ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କୁ ନେଇ ଆରମ୍ଭ ହୋଇଥିବା ବିବାଦରେ ଘିଅ ଢାଳିଛନ୍ତି ଅଭିନେତା ତଥା କଂଗ୍ରେସ‌ ନେତା ମନୋଜ ମିଶ୍ର। ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ପୋଷ୍ଟ୍‌ କରି ମନୋଜ ପୁଣି ଥରେ ପଶ୍ଚିମ…