Tag: ଦେଶ- ବିଦେଶ

ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ମୋଦୀଙ୍କ ନିବେଦନ: ଯୁଦ୍ଧକ୍ଷେତ୍ରରେ କୌଣସି ସମାଧାନ ନାହିଁ

ମସ୍କୋ: ଦୁଇଦିନିଆ ରୁଷ୍‌ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ୟୁକ୍ରେନ ଯୁଦ୍ଧର ଅନ୍ତ ଘଟାଇବାକୁ ନିବେଦନ କରିଛନ୍ତି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମସ୍କୋସ୍ଥିତ ସରକାରୀ ବାସଭବନରେ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ…

ବିଦେଶରେ ଶୁଭିଲା ଜଗା ନାମ, ଆମେରିକାର କକ୍ସଭିଲ୍ଲେ ସହରରେ ରଥଯାତ୍ରା ପାଳିତ

ଭୁବନେଶ୍ବର/ବେତନଟୀ ସଦର: ଜୟ ଜଗନ୍ନାଥ ଧ୍ଵନିରେ ପ୍ରକମ୍ପିତ ହେଲା ଆମେରିକାର ଓ୍ୱାସିଂଟନ ଡିସି। ରଥଯାତ୍ରା ଯୋଗ ସଂସ୍ଥାନ ଦ୍ୱାରା ମେରୀଲାଣ୍ଡ ରାଜ୍ୟର କକ୍ସଭିଲ୍ଲେ ସହରସ୍ଥିତ ଜେଟିନ୍‍ଏ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବଡ ଧୁମଧାମର ସହ ରଥଯାତ୍ରା ପାଳିଲେ ପ୍ରବାସୀ ଓଡ଼ିଆ। ସ୍ଥାନୀୟ…

ଶ୍ରୀଲଙ୍କାରେ ହେବାକୁ ଥିବା ମ୍ୟାଚ୍‌ରେ ଖେଳିବେନି ରୋହିତ ଶର୍ମା, ବିରାଟ କୋହଲି ଏବଂ ଜଶପ୍ରୀତ ବୁମରା!

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ ଜିତିସାରିଛି । ଆଉ ବିଶ୍ୱକପ୍ ଜିତିସାରିବା ପରେ ଏବେ ଦଳର ୧୨ ଜଣ ଖେଳାଳି ବିଶ୍ରାମ ନେଉଛନ୍ତି । ଅନ୍ୟପଟେ ଶୁଭମନ୍ ଗିଲଙ୍କ ନେତୃତ୍ୱରେ ଏକ ଯୁବ ଟିମ ଜିମ୍ବାୱେ…

ଇକେୱାଇସି ପ୍ରାମାଣିକରଣ ପ୍ରକ୍ରିୟା ପାଳନ କରିବାର କୌଣସି ସମୟସୀମା ନାହିଁ

ନୂଆଦିଲ୍ଲୀ: ଏଲପିଜି ସିଲିଣ୍ଡର ପାଇଁ ଇକେୱାଇସି ପ୍ରାମାଣିକରଣ ପ୍ରକ୍ରିୟାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ। ପ୍ରାମାଣିକରଣ ପ୍ରକ୍ରିୟାକୁ ପାଳନ କରିବାର କୌଣସି ସମୟସୀମା ନାହିଁ ବୋଲି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହାର୍ଦ୍ଦିକ…

ରୁଷ ଗସ୍ତ କରିଥିବାରୁ ମୋଦୀଙ୍କ ଉପରେ ରାଗିଗଲେ ଜେଲେନସ୍କି

କିବ୍ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ଗସ୍ତରେ ଥିବାବେଳେ ୟୁକ୍ରେନ ଉପରେ ରୁଷର ଘନ ଘନ ଆକ୍ରମଣ ଜାରି ରହିଛି । ଏହାକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ନିଜର ଅସନ୍ତୋଷ ପ୍ରକଟ କରିବା ସହ ମୋଦୀଙ୍କ ଗସ୍ତକୁ…